ବଦଳିଲେ ପୁରୀ ଏସ୍‌ପି: କେ ବିଶାଲ ସିଂହ ନୂଆ ଏସ୍‌ପି

ବୀରମିତ୍ରପୁର ଆଇଆଇସି, ବାସେଳୀ ସାହି ଏସ୍‌ଆଇଙ୍କ ସମେତ ୩ ନିଲମ୍ବିତ ଭୁବନେଶ୍ୱର : ପୁରୀରେ ହାଜତ ମୃତ୍ୟୁ ଘଟଣାକୁ ନେଇ ସରକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଆଜି ଏହାର ପ୍ରଥମ ଶିକାର ହୋଇଛନ୍ତି ପୁରୀ ଏସ୍‌ପି ଅଖିଳେଶ୍ବର ସିଂହ। ତାଙ୍କୁ ପୁଲିସ୍‌ ମୁଖ୍ୟାଳୟକୁ ବଦଳି କରାଯାଇଛି। ସମ୍ବଲପୁର ଏସ୍‌ପି କେ ବିଶାଲ ସିଂହଙ୍କୁ ପୁରୀ ବଦଳି କରାଯାଇଛି। ଗତକାଲି ରାତିରେ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ସମ୍ବଲପୁର ଏସ୍‌ପି … Continue reading ବଦଳିଲେ ପୁରୀ ଏସ୍‌ପି: କେ ବିଶାଲ ସିଂହ ନୂଆ ଏସ୍‌ପି